କେମିତି କଟିବ ଆପଣଙ୍କ ଅଗଷ୍ଟ ମାସ ? ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଏବଂ କାହା ପାଇଁ ଅଶୁଭ…

ମେଷ : କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।
ବୃଷ : ଅଧୂରା କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ରଖନ୍ତୁ।
ମିଥୁନ : ଚାକିରିରେ ପ୍ରଶଂସା ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ। ପ୍ରେମ ସମ୍ପର୍କ ମଧୁର ରହିବ।
କର୍କଟ : ପରିବାର ସହ ସମୟ ବିତାଇବେ। ଜମି କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ କାମରେ ସଫଳତା ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ସିଂହ : ଆତ୍ମବିଶ୍ୱାସ ବଢ଼ିବ। କ୍ୟାରିୟରରେ ଉନ୍ନତିର ଯୋଗ ରହିଛି। ନୂଆ ଯୋଜନା ସଫଳ ହେବ।
କନ୍ୟା : ଆର୍ଥିକ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଘରୋଇ ବିବାଦରୁ ଦୂରେ ରୁହନ୍ତୁ।
ତୁଳା : ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଭ୍ରମଣର ସୁଯୋଗ ମିଳିପାରେ।
ବିଛା : ଧୈର୍ଯ୍ୟ ରଖନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ମାସର ଶେଷ ଭାଗରେ ଧନଲାଭର ସମ୍ଭାବନା ରହିଛି।
ଧନୁ : ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ପରିବାରର ସହଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ।
ମକର : ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ।
କୁମ୍ଭ : ନୂଆ କାମ ଆରମ୍ଭ କରିପାରନ୍ତି। ସାମାଜିକ ସମ୍ମାନ ବଢ଼ିବ। ପରିବାରରେ ଶାନ୍ତି ରହିବ।
ମୀନ : ଧନଲାଭର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ମାନସିକ ଶାନ୍ତି ଅନୁଭବ କରିବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ