32.3 C
Odisha
Saturday, March 7, 2026

ଏପଟେ ଡ୍ୟାନ୍ସ, ସେପଟେ ଅନ୍ତିମ ସଂସ୍କାର

ଦର୍ଶକବନ୍ଧୁ ସମଗ୍ର ବିଶ୍ୱରେ ଅନ୍ତିମ ସଂସ୍କାରକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା । ଜଣେ ମଣିଷର ଏହି ଶେଷ ଯାତ୍ରାରେ ଭିନ୍ନ ଭିନ୍ନ ପ୍ରକାରର ପରମ୍ପରା ପାଳନ କରାଯାଏ । ଅନେକ ମୃତକଙ୍କୁ ଜଳାଇବା ପରେ ପାଉଁଶକୁ ଆଣି ସୁପ୍ ପ୍ରସ୍ତୁତ କରାଯାଏ ତ ଆଉ କେଉଁଠି ପୋତା ଯାଇଥିବା ମୃତ ଶବକୁ ବାହାରକୁ ବାହାର କରି ତାର କରାଯାଏ ମେକଅପ । ଏମିତି କିଛି ଅଜବଗବଜ ପରମ୍ପରା ଦେଖିବାକୁ ମିଳେ ଚାଇନାର ଏକ ସହରରେ । ଯେଉଁଠି ଅନ୍ତିମ ସଂସ୍କାର କରାଯିବା ପରେ ବାରର ଯୁବତୀମାନଙ୍କୁ ଡକାଯାଏ ଏବଂ ସେମାନେ ଲୋକଙ୍କର ମନୋରଂଜନ କାମ କରନ୍ତି । ହୁଏତ ଏମିତି ପରମ୍ପରା ଆପଣ ପ୍ରଥମଥର ପାଇଁ ଦେଖୁଥିବେ । ଯେଉଂଟି ଲୋକେ କାନ୍ଦିବା ପରିବତେ ର୍ ବାର ଯୁବତୀଙ୍କୁ ଡାକି ଡ୍ୟାନ୍ସ କରାଉଛନ୍ତି ।
ତେବେ ଏହାକୁ ନେ ପ୍ରଶ୍ନ ଉଠେ ଯେ, ଅନ୍ତିମ ସଂସ୍କାରରେ କାହିଁକି ବାର ଯୁବତୀଙ୍କୁ ଡକାଯାଏ । କେଉଁ କାରଣ ପାଇଁ ସେମାନଙ୍କୁ କୁହାଯାଏ ନାଚିବାକୁ ଆସନ୍ତୁ ଜାଣିବା ।
ତେବେ ଏଭଳି ପରମ୍ପରା ଚୀନର କିଛି ଅଂଚଳରେ ରହିଛି । ଯେଉଁଠି ଜମେ ବ୍ୟକ୍ତି ମରିଯିବା ପରେ ତାର ପରିବାର ଲୋକେ ବାର ଯୁବତୀଙ୍କୁ ଡାକନ୍ତି । ପରେ ସେମାନେ ସେଠାରେ ନାଚନ୍ତି । ସମସ୍ତଙ୍କର କରାଇଥାନ୍ତି ମନୋରଂଜନ । କେବଳ ଅନ୍ତିମ ଯାତ୍ରା ମଧ୍ୟରେ ଯୁବତୀ ଡାନ୍ସ କରନ୍ତିନି, ବରଂ କଫିନ ପାଖରେ ଛିଡା ହୋଇ ଲଗାତର ଡ୍ୟାନ୍ସ କରିଥାନ୍ତି । ଟିକିଏ ବାବନ୍ତୁ ସେତେବେଲେ ପରିସ୍ଥିତି କିଭଳି ଥିବ । ଗୋଟିଏ ପଟେ କଫିନ ଥିବା ବେଳେ ଆଉ ଗୋଟିଏ ପଟେ ଯୁବତୀଙ୍କ ଡାନ୍ସ । କେତେ ବିରଳ ଏମିତି ଦୃଶ୍ୟ ଏବଂ ଅଜବ ମଧ୍ୟ । ଅବଶ୍ୟ ଆପଣଙ୍କ ପାଇଁ ଏହା ଅଜବ । ମାତ୍ର ସେଠିକାର ଲୋକଙ୍କ ପାଇଁ ଏହା ସାମାନ୍ୟ ମାତ୍ର ।
ତେବେ ବାର ଯୁବତୀଙ୍କୁ ଡାକି ନଚେଇବାର ଉଦେଶ୍ୟ ହେଲା ଲୋକଙ୍କୁ ଏକତ୍ର କରିବା । ଏଟିକାର ଲୋକଙ୍କ କହିବା କଥା ହେଲା ଯେ,ଯେତେବେଲେ ବାର୍ ଯୁବତୀ ଡାନ୍ସ କରନ୍ତି, ସେଠି ଲୋକଙ୍କ ଭିଡ ଲାଗି ଯାଏ ଓ ଅନ୍ତିମ ସଂସ୍କାରରେ ବହୁତ ଲୋକେ ଏକାଠି ହୁଅନ୍ତି । ବାର ଯୁବତୀଙ୍କୁ ଦେଖି ଶୋକ ସଭାରେ ଅଧିକରୁ ଅଧିକ ଭିଡ ଲାଗେ । ଅଧିକ ଆଡଲ୍ଟ ଡାନ୍ସ ହେବା କାରଣରୁ ଯୁବକ ନଥାନ୍ତି ।
ସ୍ଥାନୀୟ ଲୋକଙ୍କର ବିସ୍ୱାସ ରହିଚି କି, ଅଧିକ ଲୋକ ଗହଳି ହେଲେ ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ । ଏହି କାରଣ ପାଇଁ ସେଠିକାର ଲୋକେ ଗହଳି କରିବାକୁ ବାର ଯୁବତୀଙ୍କୁ ଡାକିଥାନ୍ତି । ଯାହାଦ୍ୱାରା ଲୋକେ ନାଚ ଦେଖିବାକୁ ଗହଳି ହେବେ ।
ତେବେ ଦର୍ଶକବନ୍ଧୁ ଏଭଳି ଅଜବ ପରମ୍ପରାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ