22.6 C
Odisha
Friday, October 31, 2025

ପୁଣି ଚର୍ଚ୍ଚାରେ ରାମଦେବ, ରହିଛି ଏହି ଖାସ୍ କାରଣ

ଦର୍ଶକ ବନ୍ଧୁ ଯୋଗ ଗୁରୁ ବାବା ରାମଦେବ ଙ୍କୁ କିଏ ଅବ ନ ଜାଣେ। ଯୋଗ ପାଇଁ ହେଉ କି ବିବାଦୀୟ ମନ୍ତବ୍ୟ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ଏବେ ମଧ୍ୟ ଲୋକଲୋଚନକୁ ଆସିଛନ୍ତି ରାମଦେବ । ତେବେ କହିବାକୁ ଗଲେ ଯୋଗ ଗୁରୁ ସହ ସେ ଜଣେ ବିଜିନେସ ମ୍ୟାନ । ଏହାସହ ଗାଡ଼ିର ସଉକ ମଧ୍ୟ ରଖନ୍ତି । ତାଙ୍କ ପାଖରେ ଅନେକ ପ୍ରକାର ଗାଡି ରହିଛି । କିଛି ଦିନ ପୂର୍ବରୁ ସେ ମହିନ୍ଦ୍ରା ଢଟଠ ୭୦୦ ଝଟଠ କିଣିଥିଲେ । ହେଲେ ଏବେ କାର କଲେକ୍ସନ ରେ ଆଉ ଗୋଟିଏ ନୂଆ ଗାଡ଼ି ଯୋଡ଼ିଛନ୍ତି ରାମଦେବ । ଏବେ ସେ ଲ୍ୟାଣ୍ଡ ରୋଭର୍ ଡିଫେଣ୍ଡର ୧୩୦ କାର ଚଳାଉଥିବା ଦେଖାଯାଇଛି ଏବଂ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । କହିରଖିବୁ ଯେ, ଏହି ଗାଡିର ଦାମ ହେଉଚି ପ୍ରାୟ ଦେଢ଼ କୋଟି ।
ସୋସିଆଲ ମିଡ଼ିଆ ୱେବ୍ ସାଇଟ୍ ସଦ୍ଭଗ୍ଦଗ୍ଧବଶକ୍ସବଜ୍ଞ ରେ ଏହାର ଏକ ଭିଡିଓ ଅପଲୋଡ଼ କରାଯାଇଛି । ଯେଉଁଥିରେ ବାବା ରାମଦେବ ଲାଲ ରଙ୍ଗର ଏକ ଲ୍ୟାଣ୍ଡ ରୋଭର୍ ଡିଫେଣ୍ଡର ୧୩୦ ଚଳାଉଛନ୍ତି । ଗାଡ଼ିଟି ପୁରା ପୁରି ନୂଆ ଦେଖାଯାଉଛି । ଅବଶ୍ୟ ଏ ଗାଡି ରାମଦେବ ଙ୍କ ର କି ନୁହେଁ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ରାମଦେବ ଙ୍କୁ ଏହି ଗାଡି ଚଳାଉଥିବା ଦେଖି ଆଶ୍ଚର‌୍ୟ୍ୟ ଚକିତ ହୋଇ ଯାଇଛନ୍ତି ଲୋକେ ଏବଂ ଲଗାତାର ଭାବେ କମେଣ୍ଟ କରି ଚାଲିଛନ୍ତି ।

କହିରଖିବୁ ଯେ, ଲ୍ୟାଣ୍ଡ ରୋଭର୍ ଡିଫେଣ୍ଡର ଭାରତୀୟ ବଜାରରେ ତିନୋଟି ଭର୍ସନ ଡିଫେଣ୍ଡର୍ ୯୦, ଡିଫେଣ୍ଡର୍ ୧୧୦ ଓ ଡିଫେଣ୍ଡ

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ